ଦିଶା ଯୋଜନା ଅଧୀନରେ ନିଶା ନିବାରଣ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ସରକାରଙ୍କ SSEPD ବିଭାଗକୁ ପ୍ରତିଷ୍ଠିତ SKOCH (ସ୍ୱର୍ଣ୍ଣ) ପୁରସ୍କାରରେ ସମ୍ମାନିତ କରାଯାଇଛି।
ସ୍କୋଚ୍ ପୁରସ୍କାର - ୨୦୨୪