Skip to main content

ପଦାଧିକାରୀଙ୍କ ତାଲିକା

ଭିତର ବ୍ୟାନର

ପଦାଧିକାରୀଙ୍କ ତାଲିକା

Who's Who
Sr. No. Name Designation Phone Number Email id Matter Concern
1 ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କ୍ୟାବିନେଟ ମନ୍ତ୍ରୀ n.gond.ola@gov.in
2 ଶ୍ରୀ ସୁରେଶ କୁମାର ବଶିଷ୍ଠ, ଭା.ପ୍ର.ସେ. ପ୍ରମୁଖ ଶାସନ ସଚିବ 2390117
3 ଶ୍ରୀମତୀ ପାରୁଲ ପଟାୱରୀ, ଭା.ପ୍ର.ସେ. ନିର୍ଦ୍ଦେଶକ 2390829
4 ଜୟଶ୍ରୀ ତ୍ରିପାଠୀ ଏଫଏ-ତଥା- ସ୍ୱତନ୍ତ୍ର ଶାସନ ସଚିବ ୯୮୬୧୧୯୦୫୬୭ (ମୋ) jayashree.tripathy.1@gmail.com ଆକାଉଣ୍ଟସ୍/ବଜେଟ୍/ଅଡିଟ୍ ସେଲ୍
5 ରଜନୀ ଜାନି ସ୍ୱତନ୍ତ୍ର ଶାସନ ସଚିବ ୯୪୩୮୦୨୨୪୭୫ (ମୋ) rajani.jani@odisha.gov.in ବ୍ରେଲି ପ୍ରେସ୍, ପୁନର୍ବାସ ଶିକ୍ଷା, ସାଧାରଣ ଅଭିଯୋଗ, ଆକ୍ସେସିବିଲିଟି ଇଣ୍ଡିଆ ଅଭିଯାନ, SISER
6 ଶ୍ରୀମତୀ ସୋନିଆ ବେହେରା, ଓ.ପ୍ର.ସେ. (ଏସ୍) ଅତିରିକ୍ତ ଶାସନ ସଚିବ ୦୬୭୪୨୩୨୩୮୦୦ (ଅଫିସ) beherasonia@gmail.com ସରକାରୀ ଚାକିରିରେ ସଂରକ୍ଷଣ, ଦିବ୍ୟାଙ୍ଗଙ୍କ ପାଇଁ ପଦବୀ ଚିହ୍ନଟ, ଆପିଲେଟ୍ ମେଡିକାଲ୍ ବୋର୍ଡ, ବାଣିଶ୍ରୀ
7 ଶ୍ରୀ ଦୀପକ ରାଉତରାୟ, ଓ.ପ୍ର.ସେ. ଅତିରିକ୍ତ ଶାସନ ସଚିବ ୯୪୩୮୪୮୫୭୨୪ (ମୋ) deepak.routrai@odisha.gov.in ସାମାଜିକ ସୁରକ୍ଷା ପେନସନ ଯୋଜନା, ଆଇଟି, ଦିବ୍ୟାଙ୍ଗମାନଙ୍କୁ ଚିକିତ୍ସା ଏବଂ ପୁନର୍ବାସ ସେବା
8 ଶ୍ରୀ ଭାସ୍କର ରଇତ, ଓ.ପ୍ର.ସେ. ଅତିରିକ୍ତ ଶାସନ ସଚିବ ୯୪୩୯୬୧୩୫୬୦ (ମୋ) bhaskar.raito@gmail.com ସ୍ୱତନ୍ତ୍ର ବିଦ୍ୟାଳୟ, ବିବାହ ପ୍ରୋତ୍ସାହନ, ବିଧାନସଭା ବିଷୟ
9 ଶ୍ରୀ କମଳାକାନ୍ତ ବେହେରା, ଓ.ପ୍ର.ସେ. ଓଏସଡି ୯୪୩୭୫୦୪୯୮୨ (ମୋ) kamalakanta.behera@odisha.gov.in କ୍ଷେତ୍ର କାର୍ଯ୍ୟାଳୟ ସ୍ଥାପନ, ​​ସ୍ଥାନାନ୍ତର ଏବଂ ପୋଷ୍ଟିଂ, କ୍ଷେତ୍ର କର୍ମଚାରୀଙ୍କ ଦରମା ନିର୍ଦ୍ଧାରଣ
10 ଶ୍ରୀମତୀ ସୁଭଦ୍ରା ଜାନି ଏଏଫଏ-କମ-ଉପ ଶାସନ ସଚିବ ୯୪୩୭୫୨୫୫୬୮ (ମୋ) ବିଭାଗର ବଜେଟ୍ / ଆକାଉଣ୍ଟ ସମ୍ବନ୍ଧୀୟ ବିଷୟ, ବିଲ୍ / କର୍ମଚାରୀଙ୍କ ଦରମା ପ୍ରସ୍ତୁତି ଏବଂ ଦାଖଲ
11 ଶ୍ରୀ ବସନ୍ତ କୁମାର ବେହେରା ଉପ ଶାସନ ସଚିବ ୭୦୦୮୮୯୦୩୨୬ (ମୋ) basantakumar.behera@odisha.gov.in ସ୍ୱତନ୍ତ୍ର ବିଦ୍ୟାଳୟ, ଡିଡିଆରଏସ, ବିବାହ ପ୍ରୋତ୍ସାହନ, ସୂଚନା ଅଧିକାର ଏବଂ ଆଇନଗତ ମାମଲା
12 ଶ୍ରୀ ସନ୍ନ୍ୟାସାଇ କୁମାର ବେହେରା,ଓ.ପ୍ର.ସେ. ଉପ ଶାସନ ସଚିବ ୯୪୩୯୭୮୫୭୧୭ (ମୋ) sanyashaikumar.behera@odisha.gov.in RPwD ଆଇନର ପଞ୍ଜୀକରଣ, ଦିବ୍ୟାଙ୍ଗମାନଙ୍କ ସର୍ଭେ, ବ୍ରେଲି ପ୍ରେସ୍, ପୁନର୍ବାସ ଶିକ୍ଷା, ସାଧାରଣ ଅଭିଯୋଗ
13 ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଅନୁଶାସନ ସଚିବ ୯୪୩୭୩୦୭୦୮୩ (ମୋ) purnachandra.sahoo3@odisha.gov.in ସୂଚନା ଅଧିକାର ଏବଂ ଆଇନଗତ ବିଷୟ, ବଜେଟ୍ / ଆକାଉଣ୍ଟ ସମ୍ବନ୍ଧୀୟ ବିଷୟ
14 ଶ୍ରୀମତୀ ରଶ୍ମୀତା ମହାପାତ୍ର ଅନୁଶାସନ ସଚିବ ୮୮୯୫୨୬୪୫୯୫ (ମୋ) rashmita.mohapatra@odisha.gov.in RPwD ଆଇନ ଅନୁଯାୟୀ ପଞ୍ଜୀକରଣ, ଦିବ୍ୟାଙ୍ଗ ଏବଂ ଭିନ୍ନକ୍ଷମ ପିଲାମାନଙ୍କ ସର୍ବେକ୍ଷଣ
15 ଶ୍ରୀମତୀ ଜେ. ପଦ୍ମିନୀ ଅନୁଶାସନ ସଚିବ ୯୪୩୭୬୭୮୮୮୨ (ମୋ) j.padmini@odisha.gov.in ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିମାନଙ୍କୁ ଚିକିତ୍ସା ଏବଂ ପୁନର୍ବାସ ସେବା, ବୃତ୍ତିଗତ ତାଲିମ, କୁଷ୍ଠ ରୋଗ
16 ଶ୍ରୀମତୀ ବନ୍ଦନା ପଣ୍ଡା ଅନୁଶାସନ ସଚିବ ୯୮୬୧୦୮୭୪୩୦ (ମୋ) bandana.panda@odisha.gov.in ସାମାଜିକ ସୁରକ୍ଷା ପେନସନ ଯୋଜନା, ଆଇଆଇସି, ଅଭୟ, ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଏବଂ କଲ୍ୟାଣ ଆଇନ
17 ଶ୍ରୀମତୀ ସଙ୍ଗୀତା କୁମାରୀ ପତି ଆଇଏଓ-ତଥା-ଅନୁଶାସନ ସଚିବ ୯୪୩୭୪୧୨୫୨୧ (ମୋ) ବିଭାଗୀୟ ଏବଂ ଜିଲ୍ଲା ଅଡିଟ୍, ଏଜି ଅଡିଟ୍
18 ଶ୍ରୀ ତପନ କୁମାର ଦଳାଇ ଅନୁଶାସନ ସଚିବ ୯୮୬୧୧୩୮୮୮୦ (ମୋ) tapankumardalai14544@gmail.com ବରିଷ୍ଠ ଅଧିକାରୀଙ୍କ ଗୋପନୀୟ ବିଷୟ, ଆଇଟି ବିଷୟ, ସରକାରୀ ଚାକିରିରେ ସଂରକ୍ଷଣ,ବାଣିଶ୍ରୀ, ସହାୟ
19 ଶ୍ରୀ ତପନ କୁମାର ବେହେରା ସହକାରୀ ନିର୍ଦ୍ଦେଶକ (ଆଇନ) ୮୮୯୫୪୮୬୮୪୫ (ମୋ) tapankumarbehera36@gmail.com ସୂଚନା ଅଧିକାର ଏବଂ ଆଇନଗତ ମାମଲା
20 ଶ୍ରୀ ଶୁଭ୍ରଜ୍ୟୋତି ପଣ୍ଡା ଡେସ୍କ ଅଫିସର ୯୪୩୯୦୧୩୭୦୫ (ମୋ) subhrajyoti.panda@odisha.gov.in ବିଭାଗର ବଜେଟ୍ / ଆକାଉଣ୍ଟ ସମ୍ବନ୍ଧୀୟ ବିଷୟ, ବିଲ୍ / କର୍ମଚାରୀଙ୍କ ଦରମା ପ୍ରସ୍ତୁତି ଏବଂ ଦାଖଲ